ରାଜଧାନୀର କାନ୍ଥବାଡ଼ରେ କରୋନା ସଚେତନତା ବାର୍ତ୍ତା

ଭୁବନେଶ୍ୱର : ‌ରାଜଧାନୀର କାନ୍ଥବାଡ଼ରେ କିଛି ମାସ ତଳେ ବିଭିନ୍ନ କ୍ରୀଡ଼ାବିତ୍‌, ଖେଳ ସାମଗ୍ରୀ, ଓଡ଼ିଆ ବହି, ମହାପୁରୁଷ, ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କର ରଙ୍ଗବେରଙ୍ଗର ଚିତ୍ର ହେଉଥିଲା। କିନ୍ତୁ ଏବେ ସବୁଠି କରୋନା ସଚେତନତା ନେଇ ଚିତ୍ର ହେଉଛି। କେଉଁଠି ଚିତ୍ର ତ କେଉଁଠି ସ୍ଥାପତ୍ୟ ମାଧ୍ୟମରେ ବିଏମ୍‌ସି ପକ୍ଷରୁ କରୋନା ମୁକାବିଲା ନେଇ ସଚେତନତା ସୃଷ୍ଟି କରାଯାଇଛି। ବିଏମ୍‌ସି ପକ୍ଷରୁ ରାଜଧାନୀର ବିଭିନ୍ନ ପ୍ରମୁଖ ଛକରେ ଥିବା ସରକାରୀ … Continue reading ରାଜଧାନୀର କାନ୍ଥବାଡ଼ରେ କରୋନା ସଚେତନତା ବାର୍ତ୍ତା